ବ୍ରୀହି
ଦେଖଣା
ବ୍ରୀହି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୃ ଧାତୁ=ପ୍ରାର୍ଥନା କରିବା+କର୍ମ. ହି; ନିପାତନ)
[ସମ୍ପାଦନା]- ୧. ଧାନ୍ୟ; ଧାନ —୧. Paddy; rice.
- ୨. ବିଆଳି ଧାନ — ୨. Rice ripening in the rains.
- ୩. ଯେଉଁ ଶସ୍ୟରୁ ଡାଲି ହୁଏ —୩. Pulse-grains; lentil;.
- ୪. ବିରି ନାମକ ଶସ୍ୟ; ମାଷ —୪. A kind of pulse; vetches; Phasoelus Radiatus.
ବ୍ରୀହି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବ୍ରୀହି+କ୍ଷେତ୍ରାର୍ଥ. ଈ)
[ସମ୍ପାଦନା]ବ୍ରୀହିଯୁକ୍ତ କ୍ଷେତ୍ର — A field of grains pulse.