ବ୍ରୁବତ୍
(ବ୍ରୁବାଣ—ଅନ୍ୟରୂପ)
(ବ୍ରୁବତୀ, ବ୍ରୁବାଣା—ସ୍ତ୍ରୀ)
କହୁଥିବା —Speaking.
[ଦ୍ରଷ୍ଟବ୍ୟ —ଏହି ସଂସ୍କୃତ ଶବ୍ଦର ବ୍ୟବହାର ଓଡ଼ିଆରେ ବିରଳ]