ବ୍ରୁଶ୍
ଦେଖଣା
ବ୍ରୁଶ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବ୍ରଶ)
[ସମ୍ପାଦନା]- ୧. ବ୍ରଶ୍; ବୁରୁସ; ଲୁଗା, କେଶ ଓ ଦାନ୍ତ ଆଦି ସଫା କରିବାର ତୁଳି —୧. Brush.
[ଦ୍ରଷ୍ଟବ୍ୟ —ଯେଉଁ କାର୍ଯ୍ୟରେ ଯେଉଁ ବ୍ରୁଶ୍ ବ୍ୟବହାର କରାଯାଏ ସେହି ଅନୁସାରେ ତାହାର ନାମ ଦିଆ ଯାଇଥାଏ ଯଥା—ଲୁଗା ବ୍ରୁଶ୍, ଯୋତା ବ୍ରୁଶ୍, ଘୋଡ଼ା ବ୍ରୁଶ୍, ଘଣ୍ଟା ବ୍ରୁଶ୍, ଅଳଙ୍କାର ବ୍ରୁଶ୍ ଇତ୍ୟାଦି]
- ୨. ଚିତ୍ର ତୁଳିକା —୨. Painter's brush.
- ୩. ଘୋଡ଼ାର ଦେହ ସଫା କରିବା ବ୍ରଶ୍ —୩. Horse's brush.