Jump to content

ବ୍ରୁହାମ୍

ଉଇକିଅଭିଧାନ‌ରୁ

ବ୍ରୁହାମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି(ଇଂ)

[ସମ୍ପାଦନା]

ଘଟାଟପ୍ ଯୁକ୍ତ ଏକ ପ୍ରକାର ଚାରିଚକିଆ — ଘୋଡ଼ାଗାଡ଼ି —Brougham.

[ଦ୍ରଷ୍ଟବ୍ୟ —ଏହାର ଆଗର ଓ ପଛର ଘଟାଟପ୍କୁ ଉଠାଇଲେ ଗାଡ଼ିଟି ବନ୍ଦ ହୁଏ ଓ ଖସାଇ ଦେଲେ ଗାଡ଼ି ଅନାବୃତ ହୁଏ; ଏଥିରେ କେବଳ ଜଣେ ବସି ପାରନ୍ତ ଓ ଆଗପାଖ ଆସନରେ ଗୋଟିଏ ଛୋଟ ବାକ୍ସ ବା ବାଗୁରଖା ଯାଇ ପାରେ ବିଲାତର ବ୍ରୁହାମ୍ ନାମକ ଜଣେ ଡାକ୍ତର ପ୍ରଥମେ ଏ ଗାଡ଼ିକୁ ବ୍ୟବହାର କରିଥିବାରୁ ତାଙ୍କ ନାମ ଅନୁସାରେ ଏ ଗାଡ଼ିର ନାମ ହୋଇଅଛି]