ବ୍ରେକ୍ ଭାନ୍
ରେଳ ଗାଡ଼ିର ଯେଉଁ ବଖରାରେ ଗାର୍ଡ଼ ଥାଏ —A brakevan.
[ଦ୍ରଷ୍ଟବ୍ୟ —ଏଥିରେ ଯାତ୍ରୀମାନଙ୍କର ଭାରି ଲଗେଜ୍ ଆଦି ରଖାଯାଏ ଓ ସାଧାରଣତଃ ସେହି ବଖରାରେ ଗାଡ଼ିର ଗତିକୁ ବନ୍ଦ କରିବାର ଚାବି ଥାଏ]