ବ୍ରୋଚ୍
ସ୍ତ୍ରୀଲୋକେ ପିନ୍ଧିଥିବା ଲୁଗା ଓ କୁର୍ତ୍ତା ଆଦିକୁ ଏକ ସ୍ଥାନରେ ଅଟକାଇ ରଖିବା ପାଇଁ ବ୍ୟବହୃତ କାରୁକାର୍ଯ୍ୟ ବିଶିଷ୍ଟ ସୁନାର ବା ରୂପାର କଣ୍ଟା —Brooch.