ବ୍ରୋଟ୍ଭର୍
ଦେଖଣା
ବ୍ରୋଟ୍ଭର୍
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - ପ୍ରାଦେଶିକ - (ଗଞ୍ଜାମ)ବିଶେଷଣ - (ଇଂରାଜୀ - ବ୍ରଟ୍ ଓଭର୍)
[ସମ୍ପାଦନା](ଗଞ୍ଜାମର ମହାଜନମାନଙ୍କ ଖାତାରେ ଚଳିତ ଶବ୍ଦ) ଅନ୍ୟ ଖାତାରୁ ବା ଅନ୍ୟତ୍ର ଲିଖିତ ହିସାବରୁ ଅଣାଯାଇ ନୂଆ ଖାତାରେ ବା ନୂଆ ପୃଷ୍ଠାରେ ଲେଖାଯାଇ ଥିବା (ହିସାବ ବା ସଂଖ୍ୟା) —(account or figures) Brought over from some other khātā or page.