ବ୍ଲାଉସ୍
ଘାଗରା; ପଛଆଡ଼େ ବୋତାମ ଦିଆ ସ୍ତ୍ରୀଲୋକମାନଙ୍କ ପରିଧେୟ ଲମ୍ୱା ଜାମା —Blouse.
[ଦ୍ରଷ୍ଟବ୍ୟ —ଏହା ଆଗେ ସାହେବାଣୀ— ମାନେ ପିନ୍ଧୁଥିଲେ ଆଜି କାଲି ନବ୍ୟଶିକ୍ଷିତା ଭାରତୀୟ ସ୍ତ୍ରୀମାନେ ପିନ୍ଧୁଅଛନ୍ତି]