ବ୍ଲୁ ବ୍ଲାକ୍
ନେଳି ଓ କଳା ମିଶା (କାଳି); ଯାହା ଲେଖା ହେଲାବେଳେ ପ୍ରଥମେ ନେଳି ଦେଖା— ଯାଇ ପରେ କଳା ଦେଖାଯାଏ —Blue black (ink).