ବ୍ଲୋ ପାଇପ୍
ଦୀପ ଶିଖାକୁ ଫୁଙ୍କି ସେହି ଶିଖା—ଦ୍ୱାରା ଧାତୁର ସୂକ୍ଷ୍ମ ଅଂଶକୁ ତରଳାଇବା ନିମନ୍ତେ ବଣିଆଙ୍କ ବ୍ୟବହୃତ ବକ୍ରମୁଖ ସରୁ ଫୁଙ୍କନଳୀ — Blow-pipe.