Jump to content

ବ୍ୟକତ

ଉଇକିଅଭିଧାନ‌ରୁ

ବ୍ୟକତ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ)ବିଶେଷଣ -

[ସମ୍ପାଦନା]

ବ୍ୟକ୍ତ; ପ୍ରକାଶିତ —Published;manifest.

(ଉ—ମରମ ପରମ ଗୁପତ ଶ୍ରୀଗୁରୁ କୃପାରୁ ବ୍ୟକତ—ଭୂପତି, ପ୍ରେମପଞ୍ଚାମୃତ)

[ଦ୍ରଷ୍ଟବ୍ୟ —'ବ୍ୟ' ଓ 'ବ୍ୟା' ଅକ୍ଷରରେ ଆରମ୍ଭ ହୋଇଥିବା କେତେଗୁଡ଼ିଏ ଶବ୍ଦ ଉଚ୍ଚାରଣ ଦୋଷରୁ ଗ୍ରାମ୍ୟ ଭାଷାରେ 'ବେ' ରୂପେ ଅପଭ୍ରଷ୍ଟ ହୋଇ କଥିତ ହୁଏ

ଯଥା—ବ୍ୟ୍ୟକ୍ତି—ବେକତି, ବେକେତି ବ୍ୟତିକ୍ରମ— ବେତିକ୍ରମ ବ୍ୟତିରେକେ—ବେତିରେକେ ବ୍ୟବସାୟ— ବ୍ୟତିକ୍ରମ ବ୍ୟତିରେକେ—ବ୍ୟତିବ୍ୟସ୍ତ ବ୍ୟତୀତ— ବେବସା, ବେଉସା ବ୍ୟାପାର—ବେପାର, ବ୍ୟବହାର— ବେଭାର ଇତ୍ୟାଦି]