ବ୍ୟକ୍ତରୂପ
ଦେଖଣା
ବ୍ୟକ୍ତରୂପ
ଉଚ୍ଚାରଣ
[ସମ୍ପାଦନା](ବ୍ୟକ୍ତରୂପା—ସ୍ତ୍ରୀ)
ସଂସ୍କୃତ - ବିଣପୁଲିଙ୍ଗ -
[ସମ୍ପାଦନା]- ୧. (ବହୁବ୍ରୀହ; ବ୍ୟକ୍ତି ହୋଇଅଛି ରୂପ ଯାହାର) — ଯାହାର ରୂପ ଦୃଶ୍ୟ ହେଉଅଛି —୧. Having a visible form.
- ୨. ସ୍ଥୂଳରୂପ —୨. Having a material form.
ବିଶେଷ୍ୟ -
[ସମ୍ପାଦନା]- ୨. (କର୍ମଧା) ===
- ୧. ଦୃଶ୍ୟ ରୂପ —୧. Visible form.
- ୨. ସ୍ଥୂଳ ମୂର୍ତ୍ତି —୨. Material form.
- ୩. (ବହୁବ୍ରୀହି)— ବିଷ୍ଣୁ — ୩. A name of Bishṇu.