Jump to content

ବ୍ୟକ୍ତୀକରଣ

ଉଇକିଅଭିଧାନ‌ରୁ

ବ୍ୟକ୍ତୀକରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟକ୍ତି+ଅଭୂତ ତଦ୍ଭାବେ+ଚ୍ୱି+କରଣ)

[ସମ୍ପାଦନା]

ସ୍ପଷ୍ଟୀ କରଣ; ପ୍ରକାଶ କରଣ; ଯାହା ପୂର୍ବେ ବ୍ୟକ୍ତ ନ ଥିଲା, ବର୍ତ୍ତମାନ ତାକୁ ବ୍ୟକ୍ତି କିରିବା କର୍ମ — Making clear or manifest a thing which was not so before.