ବ୍ୟକ୍ତ କରିବା
ଦେଖଣା
ବ୍ୟକ୍ତ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବ୍ୟକ୍ତ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଫିଟାଇ, କରି କହିବା; ସ୍ପଷ୍ଟରୂପେ ପ୍ରକାଶିତ କରିବା —୧. To speak out; to make clear; to express clearly.
- ୨. ଦେଖାଇବା —୨. To manifest;to show.