ବ୍ୟକ୍ତ ଦୃଷ୍ଟାର୍ଥ
ଦେଖଣା
ବ୍ୟକ୍ତ ଦୃଷ୍ଟାର୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ବହୁବ୍ରୀହ; ବ୍ୟକ୍ତି=ପ୍ରକାଶିତ+ଦୁଷ୍ଟ=ଆବଲୋକିତ+ଅର୍ଥ=ବର୍ଣ୍ଣନୀୟ ବିଷୟ; ଦୃଷ୍ଟି ବିଷୟ ଯାହାଦ୍ୱାରା ପ୍ରକାଶିତ ହୋଇଅଛି)
[ସମ୍ପାଦନା]ଯେ ନିଜେ ବର୍ଣ୍ଣନୀୟ ବିଷୟ ଆଖିରେ ଦେଖିଅଛି; ପ୍ରତ୍ୟକ୍ଷଦର୍ଶୀ — Having himself seen a thing.
ବିଶେଷ୍ୟ -
[ସମ୍ପାଦନା]କୌଣସି ଘଟଣା ସ୍ୱଂୟ ଦେଖିଥିବା ବ୍ୟକ୍ତି; ସାକ୍ଷୀ —An eye-witness; one who givs direct evi-dence of an occurrence.