Jump to content

ବ୍ୟଗ୍ର

ଉଇକିଅଭିଧାନ‌ରୁ

ବ୍ୟଗ୍ର

ଉଚ୍ଚାରଣ

[ସମ୍ପାଦନା]
(ବ୍ୟଗ୍ରା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଅଗ୍ର; ବିଗତ ବା ବହିର୍ଗତ ହୋଇଅଛି ଅଗ୍ର ଯାହାର)

[ସମ୍ପାଦନା]
୧. ଆଗ୍ରହାନ୍ୱିତ —୧. Eager; ardent; zealous.
୨. ବ୍ୟସ୍ତ; ଚିନ୍ତିତ —୨. Anxious.
୩. ଅଧୀର —୩. Impatient.
୪. ତ୍ୟାକୁଳ —୪. Alarmed;sffrighted; afraid.
୬. ଉଦ୍ୟୋଗୀ; ଉଦ୍ୟମ— ଶୀଳ —୬. Prompt; diligent; assiduous.
୭. ଆସକ୍ତ —୭. Foundly attached; devoted to.

ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁ —Bishṇu.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବେଗ —୧. Force.
୨. ବ୍ୟଗ୍ରତା; ଅଧୀରତା —୨. Impatience.

[ଉ—ବାସ ଗୃହେ ରାଧା ସୀଦତି କାମ ବ୍ୟଗ୍ରୟେ ପ୍ରାଚୀ. ରସବାରିଧି]