Jump to content

ବ୍ୟଗ୍ରଚିତ୍ତ

ଉଇକିଅଭିଧାନ‌ରୁ

ବ୍ୟଗ୍ରଚିତ୍ତ

ଉଚ୍ଚାରଣ

[ସମ୍ପାଦନା]

(ବ୍ୟଗ୍ର ମାନସ—ବ୍ୟଗ୍ରଚେତାଃ—ଅନ୍ୟରୂପ)

(ବ୍ୟଗ୍ରଚିତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହ; ବ୍ୟଗ୍ର ହୋଇଅଛି ଚିତ୍ତ ଯାହାର)

[ସମ୍ପାଦନା]
୧. ଆକୁଳ; ବ୍ୟସ୍ତ —୧. Bewildered;perturbed.
୨. ଉଦ୍ଦିଗ୍ନ —୨. Anxious.
୩. ଆଗ୍ରହାନ୍ନିତ — ୩. Eager; ardent; zealous.