Jump to content

ବ୍ୟଗ୍ରତ୍ୱ

ଉଇକିଅଭିଧାନ‌ରୁ

ବ୍ୟଗ୍ରତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବ୍ୟଗ୍ର+ଭାବାର୍ଥେ. ତାସ ତ୍ୱ)

[ସମ୍ପାଦନା]
୧. ବ୍ୟସ୍ତତା; ଆଗ୍ରହ —୧. Ardour; zeal; eagerness.
୨. ବ୍ୟାକୁଳତା —୨. Perplexity;bewilderment.
୩. ଅତ୍ୟନ୍ତ ଭୟ —୩. Alarm.