ବ୍ୟଙ୍ଗ
ଦେଖଣା
ବ୍ୟଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ବି=ହୀନ+ଅଙ୍ଗ)
[ସମ୍ପାଦନା]- ୧. ବିକଳାଙ୍ଗ; ଅଙ୍ଗହୀନ; କୋଢ଼ିଆ —୧. Deformed; crippled; mutilated.
- ୨. ବ୍ୟର୍ଥ; ନିଷ୍ଫଳ —୨. Fruitless.
ବିଶେଷ୍ୟ -
[ସମ୍ପାଦନା]- ୧. ଭେକ ବେଙ୍ଗ —୧. Frog.
- ୨. ମୁଖ — ରୋଗ ବିଶେଷ; ଭଙ୍ଗ ରୋଗ —୨. A disease resulting in back patches on the face.
[ଦ୍ରଷ୍ଟବ୍ୟ —ଭାବପ୍ରକାଶ ମତରେ ଅତିରିକ୍ତ କ୍ରୋଧ ବା ପରିଶ୍ରମ ଯୋଗୁଁ ବାୟୂ କୂପିତ ହୋଇ ମୁହଁରେ ଛୋଟ ଛୋଟ କଳା ଦାଗ ବା ବ୍ରଣ ବାହାରି ପଡ଼େ—ହିନ୍ଦୀ - ଶ.]
ଦେଶଜ - ବିଶେଷ୍ୟ -(ସଂସ୍କୃତ - ବ୍ୟଙ୍ଗ୍ୟ)
[ସମ୍ପାଦନା]- ୧. ବ୍ୟଙ୍ଗ; ବିଦ୍ରୁପ —୧. Irony;satire; sarcasm.
- ୨. ବିଘ୍ନ; ବାଧା —୨. Impedement.