Jump to content

ବ୍ୟଙ୍ଗ୍ୟ

ଉଇକିଅଭିଧାନ‌ରୁ

ବ୍ୟଙ୍ଗ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଅନ୍ଜ ଧାତୁ=ବ୍ୟକ୍ତି କରିବା+କର୍ମ. ଯ)

[ସମ୍ପାଦନା]
୧. ନିଗୁଢ଼ାର୍ଥ —୧. Hidden meaning;implied sense.
୨. ତାତ୍ପର୍ଯ୍ୟାର୍ଥ —Rea or
intended meaning.
୩. ସୂଚିତାର୍ଥ —୩. Hinted meaning.

[ଦ୍ରଷ୍ଟବ୍ୟ —ବାଚ୍ୟ, ଲକ୍ଷ୍ୟ ଓ ବ୍ୟଙ୍ଗ୍ୟ ଭେଦରେ ଶବ୍ଦର ଶକ୍ତି ତ୍ରିବିଧ; ଏଗୁଡ଼ିକୁ ଯଥାକ୍ରମେ ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା ମଧ୍ୟ କୁହାଯାଏ) ଶବ୍ଦର ବ୍ୟଞ୍ଜନାବୃତ୍ତଦ୍ୱାରା ପ୍ରକଟିତ ଅର୍ଥକୁ ବ୍ୟଙ୍ଗ୍ୟ ବୋଲାଯାଏ ଏହା ଶବ୍ଦର ସାଧାରଣ ଅର୍ଥଠାରୁ ପୃଥକ୍ ବିଶିଷ୍ଟ ଅର୍ଥ ଅଟେ]

୩. ଉପହାସ; ପରିହାସ — ୩. Joke; satire; sarcasm.
୪. ଶ୍ଳେଷ— ଉଲୁଗୁଣା; ଉଘଣ —୪. Irony; sneer.
୫. ଘୃଣାସୂଚକାର୍ଥଯୁକ୍ତ ବାକ୍ୟ —୫. Innuendo; insinuation.