Jump to content

ବ୍ୟଙ୍ଗ୍ୟାର୍ଥ

ଉଇକିଅଭିଧାନ‌ରୁ

ବ୍ୟଙ୍ଗ୍ୟାର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନିଗୂଢ଼ାର୍ଥ —୧. Implied meaning.

[ଦ୍ରଷ୍ଟବ୍ୟ —ପ୍ରଥମେ ବାକ୍ୟରୁ ଯେଉଁ ଅର୍ଥ ପ୍ରକାଶ ପାଏ ତାହା ଛଡ଼ା ତହିଁ ମଧ୍ୟରେ ନିହିତ ଥିବା ଅନ୍ୟ ଅର୍ଥକୁ ବ୍ୟଙ୍ଗ୍ୟାର୍ଥ ବୋଲାଯାଏ]

୨. ଶ୍ଳେଷାର୍ଥ — ୨. Covert or insinuating meaning.