Jump to content

ବ୍ୟଙ୍ଗ୍ୟୋକ୍ତି

ଉଇକିଅଭିଧାନ‌ରୁ

ବ୍ୟଙ୍ଗ୍ୟୋକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବକ୍ରୋକ୍ତି; ଶ୍ଳେଷୋକ୍ତି —୧. Sarcasm. irony.
୨. ଦୁଇ ଅର୍ଥ ପ୍ରକାଶକ ଉକ୍ତି — ୨. A pun; a play on words.
୩. ଥଟ୍ଟା; ପରିହାସ; ବିଦ୍ରୂପ ବାକ୍ୟ —୩. Jeer; jest; joke.
୪. ଚୂଢ଼ାର୍ଥକ ବିଦ୍ରୂପ —୪. Innuendo; insinuation; covent joke.