Jump to content

ବ୍ୟଜ

ଉଇକିଅଭିଧାନ‌ରୁ

ବ୍ୟଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଅଜ ଧାତୁ=କ୍ଷେପଣ କରିବା+ଭାବ. ଅ)

[ସମ୍ପାଦନା]
୧. ବାୟୁ ସଞ୍ଚାଳନ —୧. Ventilation.
୨. ପବନ କରିବା; ବିଞ୍ଚିବା —୨. Fanning.