ବ୍ୟଞ୍ଜକ
ଦେଖଣା
ବ୍ୟଞ୍ଜକ
ଉଚ୍ଚାରଣ
[ସମ୍ପାଦନା](ବ୍ୟଞ୍ଜିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ଅନ୍ଜ ଧାତୁ=ପ୍ରକାଶ କରିବା+କର୍ତ୍ତୃ ଅକ)
[ସମ୍ପାଦନା]- ୧. ପ୍ରକାଶକ —୧. Manifesting; indicating; making plain.
- ୨. ଯାହା କୌଣସି ଭାବକୁ ବା ଅର୍ଥକୁ ମନରେ ଜନ୍ମାଏ —୨. Suggesting a meaning or thought; thought provoking; suggestive.
ବିଶେଷ୍ୟ -
[ସମ୍ପାଦନା]- ୧. ହୃଦ୍ଗତ ଭାବ ପ୍ରକାଶକ ଅଭିନୟ —୧. A representation expressing feelings or passions; a mute acting suggesting the thoughts of the actor.
- ୨. ବ୍ୟଞ୍ଜନାଦ୍ୱାରା ବୋଧକ ଶବ୍ଦ (ପ୍ରକୃତି— ବାଦ) —୨. A word which implies a certain meaning different from its apparent meaning.