Jump to content

ବ୍ୟଞ୍ଜକ ଶ୍ଳେଷ

ଉଇକିଅଭିଧାନ‌ରୁ

ବ୍ୟଞ୍ଜକ ଶ୍ଳେଷ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅନୁପ୍ରାସ ଓ ବ୍ୟଞ୍ଜନାଯୁକ୍ତ ବାକ୍ୟାଳଙ୍କାର ବିଶେଷ —A figure of speech consisting of puns.

[ଦ୍ରଷ୍ଟବ୍ୟ —ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣିର ନିମ୍ନଲିଖିତ ପଦଗୁଡ଼ିକ ବ୍ୟଞ୍ଜକ ଶ୍ଳେଷ; ଅଟେ—ସୁରସ ନିଧିରେ ଦାସ ଆସ ବୋଲୁ ନାହୁଁ, ଦର୍ପକ ରଣରେ ଛେଦି ଦେଲି ଚାହୁଁ ଚାହୁଁ ଭାବରଧନି କିପାଇଁ ହେଉଛି ମୁଁ ଦୀନ, କୃତାର୍ଥ ପଦବୀ ଥରେ କରୁ କିନା ଦାନ]