Jump to content

ବ୍ୟଞ୍ଜନା

ଉଇକିଅଭିଧାନ‌ରୁ

ବ୍ୟଞ୍ଜନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟଞ୍ଜନ+ଆ)

[ସମ୍ପାଦନା]
୧. ବାକ୍ୟର ବ୍ୟଙ୍ଗ୍ୟାର୍ଥ— ବୋଧକ ଶକ୍ତି; ଯେଉଁ ଶକ୍ତିଦ୍ୱାରା ବାକ୍ୟର ତାତ୍— ପର୍ଯ୍ୟାର୍ଥର ବା ଗୂଢ଼ାର୍ଥର ବା ଅଭିପ୍ରେତାର୍ଥର ବା ସୂଚିତାର୍ଥର ବୋଧ ହୁଏ —୧. The power of a word by which it suggests a hidden meaning or innuendo.
୨. ବ୍ୟଙ୍ଗ୍ୟୋକ୍ତି —୨. A figurative mode of speech; irony; sarcasm.
୩. ପ୍ରକଟୀକରଣ —୩. The act of making manifest or patent.