ବ୍ୟଞ୍ଜନା ବୃତ୍ତି
ଦେଖଣା
ବ୍ୟଞ୍ଜନା ବୃତ୍ତି
ଉଚ୍ଚାରଣ
[ସମ୍ପାଦନା](ବ୍ୟଞ୍ଜନାଶକ୍ତି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶବ୍ଦର ଯେଉଁ ବୃତ୍ତି ବା ଶକ୍ତିଦ୍ୱାରା ଶବ୍ଦର ବା ବାକ୍ୟର ବାଖ୍ୟାର୍ଥ ଓ ଲକ୍ଷଣାର୍ଥ ଠାରୁ ପୃଥକ୍ ବକ୍ତାଙ୍କ ଅଭିପ୍ରତ ଚୂଢ଼ାର୍ଥର ବୋଧ ଜନ୍ମେ —The power of a word by which the hidded meaning or suggestion or intention of the speaker is gathered apart from its literal or patent meaning.
[ଉ— ଏହି ବ୍ୟଞ୍ଜନାବୃତ୍ତି ଆପାତତଃ ଦ୍ୱିବିଧ; ଶବ୍ଦ ସମ୍ୱନ୍ଧିନୀ ଓ ଅର୍ଥସମ୍ୱନ୍ଧିନୀ ବ୍ୟଞ୍ଜନା ଶବ୍ଦ ସମ୍ୱଦ୍ଧିନୀ ବ୍ୟଞ୍ଜନାକୁ ଶାବ୍ଦୀ ବ୍ୟଞ୍ଜନା ଓ ଅର୍ଥ ସମ୍ୱନ୍ଧିନୀ ବ୍ୟଞ୍ଜନାକୁ ଅର୍ଥୀ ବ୍ୟଞ୍ଜନା କହନ୍ତି]