Jump to content

ବ୍ୟଞ୍ଜିତ

ଉଇକିଅଭିଧାନ‌ରୁ

ବ୍ୟଞ୍ଜିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଅନ୍ଜ୍ ଧାତୁ +କର୍ମ. ତ)

[ସମ୍ପାଦନା]
୧. ପ୍ରକାଶିତ — ୧. Expressed.
୨. ସୂଚିତ —୨. Suggested; hinted.
୩. ବ୍ୟଞ୍ଜନାଦ୍ୱାରା ବୋଧିତ —୩. Understood or conveyed by the implied meaning.