ବ୍ୟତିକ୍ରମ
ଦେଖଣା
ବ୍ୟତିକ୍ରମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ଅତିକ୍ରମ)
[ସମ୍ପାଦନା]- ୧. କ୍ରମର ବିରର୍ଯ୍ୟୟ —୧. Inversion of order or arrangement.
- ୨. ବୈପରୀତ୍ୟ —୨. Opposision. contrariety.
- ୩. ଉଲ୍ଲଙ୍ଘନ; ଓଲଟାଇବା —୩. Transgression; reversion.
- ୪. ଅନ୍ୟଥା ଭାବ — ୪. Deviation.
- ୫. ତ୍ରୁଟି —୫. Violation; breach.
- ୬. ବାଧା; ବିଘ୍ନ (ହିନ୍ଦୀ - ଶ) —୬. Obstacle; obstruction.