Jump to content

ବ୍ୟତିରିକ୍ତ

ଉଇକିଅଭିଧାନ‌ରୁ

ବ୍ୟତିରିକ୍ତ

ଉଚ୍ଚାରଣ

[ସମ୍ପାଦନା]

(ବ୍ୟତିରିକ୍ତତା—ବି)

ସଂସ୍କୃତ - ବିଶେଷଣ - (ବି+ଅତିରିକ୍ତ)

[ସମ୍ପାଦନା]
୧. ବିଭିନ୍ନ —୧. Distinct; different.
୨. ଅତିରିକ୍ତ —୨. Excessive; extra.
୩. ବର୍ଦ୍ଧିତ —୩. Increased; enlarged.
୪. ପୃଥକ୍ କୃତ —୪. Separated; withheld.