ବ୍ୟତିରେକ
ଦେଖଣା
ବ୍ୟତିରେକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଅତିରେକ)
[ସମ୍ପାଦନା]- ୧. ପ୍ରଭେଦ; ବିଭିନ୍ନତା — ୧. Difference; dissimilarity.
- ୨. ଅଭାବ — ୨. Want; absence.
- ୩. ବୃଦ୍ଧି —୩. Increase; growh.
- ୪. ଅତିକ୍ରମ —୪. Transgression.
- ୫. କାବ୍ୟାଳଙ୍କାର ବିଶେଷ; ଉପମାନ ଅପେକ୍ଷା ଉପମେୟର ଅଧିକ୍ୟ ବା ବିଶେଷତା ବୁଝାଯିବା ଅଳଙ୍କାର —୫. A
figure of speech in which there is dissimilarity between the matters compared.
[ଦ୍ରଷ୍ଟବ୍ୟ —ଉପମାନରୁ ଉପମେୟର ଆଧିକ୍ୟ କଥିତ ହେଲେ ବ୍ୟତିରେକ ଅଳଙ୍କାର ହୁଏ ଯଥା—ଇନ୍ଦ୍ରାୟୁଧେ ତାର ଅଧୋତିମ୍ୱେ ନଭେ ଯେଉଁ ତୁଳନା, ତହୁଁ ବଳି ଇନ୍ଦୁ ସଙ୍ଗେ ସୁନ୍ଦରୀର ତୁଳା ଅଲଣା—ରାଧାନାଥ. ଉଷା (କୁଳମଣି ଅଳଙ୍କାରତରଙ୍ଗିଣୀ)]
- ୬. ସ୍ୱତନ୍ତ୍ରା— ବସ୍ଥିତି —୬. Individual existence.
(ଉ— ଆତ୍ମା ସର୍ବଦା ସର୍ବଠାବେ, ଅନ୍ୱୟ ବ୍ୟତିରେକ ଭାବେ— ଜଗନ୍ନାଥ. ଭାଗବତ)]