Jump to content

ବ୍ୟତିହାର

ଉଇକିଅଭିଧାନ‌ରୁ

ବ୍ୟତିହାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଅତି+ହୃ ଧାତୁ+ଭାବ. ଅ)

[ସମ୍ପାଦନା]
୧. ପରସ୍ପର ଏକରୂପ କ୍ରିୟା କରଣ — ୧. The act of both performing similar kind of work; reciprocity.
୨. ପର୍ଯ୍ୟାୟକରଣ; ପାଳି କରି କାମ କରିବା —୨. Act of doing by turns.
୩. ପରିବର୍ତ୍ତନ; ବିନିମୟ; ବଳଦ —୩. Exchange.
୪. ଗାଳିମନ୍ଦ —୪. Abuse.
୫. ମରାମରି; ମାଡ଼ପିଟ — ୫. Scuffle.