Jump to content

ବ୍ୟତି ବ୍ୟସ୍ତ

ଉଇକିଅଭିଧାନ‌ରୁ

ବ୍ୟତି ବ୍ୟସ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସଂସ୍କୃତ - ବି+ଅତି+ବ୍ୟସ୍ତ)

[ସମ୍ପାଦନା]
୧. ଅତ୍ୟନ୍ତ ବ୍ୟସ୍ତ —୧. Much perplexed; much harassed.

(ଉ—କରିଯିବା ପାଇଁ ନୋହି ବ୍ୟତି ବ୍ୟସ୍ତ, ଘର ବାଡ଼ି, ଜମି, ଜମା ବନ୍ଦୋବସ୍ତ ରାଧାନାଥ ଦରବାର)

୨. କାର୍ଯ୍ୟରେ ଅତି ବ୍ୟସ୍ତ —୨. Unusually busy or engrossed in work.