Jump to content

ବ୍ୟତ୍ୟାସ

ଉଇକିଅଭିଧାନ‌ରୁ

ବ୍ୟତ୍ୟାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଅତି+ଆସ ଧାତୁ+ଭାବ. ଅ)

[ସମ୍ପାଦନା]
୧. ବିପର୍ଯ୍ୟାସ; ଓଲଟ ପାଲଟ ହେବା —୧. Inversion.
୨. ଲେଉଟ ପାଉଟ —୨. Confusion.
୩. ଗୋଳମାଳ — ୩. Disorder.