Jump to content

ବ୍ୟଥାତୁର

ଉଇକିଅଭିଧାନ‌ରୁ

ବ୍ୟଥାତୁର

ଉଚ୍ଚାରଣ

[ସମ୍ପାଦନା]
(ବ୍ୟଥାତୁରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (୩ୟା. ତତ୍; ବ୍ୟଥା+ଆତୁର)

[ସମ୍ପାଦନା]

ବ୍ୟଥା ଯୋଗୁ ଅତି ଆକୁଳ —Overwhelmed with pain; distressed.