ବ୍ୟଥିତ
ଦେଖଣା
ବ୍ୟଥିତ
ଉଚ୍ଚାରଣ
[ସମ୍ପାଦନା](ବ୍ୟଥିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବ୍ୟଥ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ବ୍ୟଥା ପ୍ରାପ୍ତ; ଦୁଃଖିତ —୧. Distressed; agonised; pained; troubled.
- ୨. ପୀଡ଼ିତ —୨. Afflicted; ailing; sick; ill.
- ୩. ସନ୍ତପ୍ତ —୩. Agitated.
- ୪. ଭୀତ —୪. Alarmed.
- ୫. ଶୋକଗ୍ରସ୍ତ — ୫. Overwhelmed with grief.
=== ସଂସ୍କୃତ - ବିଶେଷ୍ୟ - (+ଭାବତ)
ବ୍ୟଥା; ଯନ୍ତ୍ରଣା —Pain; trouble;.
(ଉ—ବହୁତ ବ୍ୟଥିତକୁ, ପ୍ରତିଜ୍ଞା କଥିତକୁ, ସ୍ଥିର ନ କରି ଚିତ୍ତେ ବେଳେ ସେ ଭଞ୍ଜ. ବେଦେହୀଶବିଳାସ)