ବ୍ୟଥିତ ହୃଦୟ
(ବ୍ୟଥିତ ହୃଦୟା—ସ୍ତ୍ରୀ)
===ବିଶେଷଣ - ପୁଂ. (ବହୁବ୍ରୀହି)
ଯାହା ମନରେ ବିଶେଷ କଷ୍ଟ ହୋଇଅଛି — Mentally troubled; agonised.