Jump to content

ବ୍ୟଥିବା

ଉଇକିଅଭିଧାନ‌ରୁ

ବ୍ୟଥିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ପଦ୍ୟ) (ସଂସ୍କୃତ - ବ୍ୟଥା)

[ସମ୍ପାଦନା]
୧. ବ୍ୟଥା ଦେବା — ୧. To give pain.
୨. ବଥାଇବା —୨. To ache.

(ଉ—ଅଦ୍ୟାପି ତା ବ୍ୟଥଇ ମାନସେ ମଧୁସୂଧନ. ଉତ୍ତରରାମଚରିତ)