Jump to content

ବ୍ୟଥ୍ୟ

ଉଇକିଅଭିଧାନ‌ରୁ

ବ୍ୟଥ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବ୍ୟଥ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ବ୍ୟଥା ଦେବାର ଯୋଗ୍ୟ —୧. Deserving to be troubled.
୨. (+କର୍ତ୍ତୃ. ଯ) ଭୟ ଉତ୍ପାଦନ; ଭୟାନକ (ହିନ୍ଦୀ - ଶ) — ୨. Frightful.