ବ୍ୟଧ
ଦେଖଣା
ବ୍ୟଧ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବ୍ୟଧ ଧାତୁ+ ଭାବ. ଅ)
[ସମ୍ପାଦନା]- ୧. ବିଦ୍ଧ କରଣ; ବିନ୍ଧିବା; ଫୋଡ଼ିବା; ଭେଦନ —୧. Piercing; perforating; boring.
- ୨. ପୀଡ଼ା; ବ୍ୟଥା; ବାଧା — ୨. Distress; agony; pain; acha.
- ୩. ପ୍ରହାର କରିବା —୩. Striking; beating.
- ୪. ପ୍ରହାର; ମାଡ଼ା —୪. Blow; stroke.