ବ୍ୟପଦେଷ୍ଟା
ଦେଖଣା
ବ୍ୟପଦେଷ୍ଟା
ଉଚ୍ଚାରଣ
[ସମ୍ପାଦନା](ବ୍ୟପଦେଷ୍ଟ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ. (ବି+ଅପ+ଦିଶ ଧାତୁ +କର୍ତ୍ତୃ. ତୃ; ୧ମା ୧ବ.)
[ସମ୍ପାଦନା]- ୧. କପଟୀ; ଛଳନା କାରକ —୧. Pretending; fraudulent.
- ୨. ନାମୋ— ଲ୍ଲେଖକାରୀ —୨. Mentioning the name.
- ୩. ନିନ୍ଦାକାରୀ —୩. Blaming.
ବିଶେଷ୍ୟ -
[ସମ୍ପାଦନା]ଛଳନାକାରୀ ବ୍ୟକ୍ତି; ଠକ; ପ୍ରତାରଣା —A cheat; a swindler.