Jump to content

ବ୍ୟପରୋପଣ

ଉଇକିଅଭିଧାନ‌ରୁ

ବ୍ୟପରୋପଣ

ଉଚ୍ଚାରଣ

[ସମ୍ପାଦନା]

(ବ୍ୟପରୋପିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ବି+ଅପ+ରୁହ ଧାତୁ ଣିଚ=ରୋପି ଧାତୁ+ ଭାବ. ଅନ)

[ସମ୍ପାଦନା]
୧. ଅବତାରଣ; ଅନ୍ୟକୁ ତଳକୁ ଖସାଇବା —୧. Causing a person to desced of come down.
୨. ମୂଳୋତ୍ପାଟନ —୨. Overthrow; uprooting.
୩. ସର୍ବନାଶ —୩. Total ruin.
୪. ଦୂରୀକରଣ —୪. Driving away; repulsion.