Jump to content

ବ୍ୟପାକୃତ

ଉଇକିଅଭିଧାନ‌ରୁ

ବ୍ୟପାକୃତ

ଉଚ୍ଚାରଣ

[ସମ୍ପାଦନା]

ବ୍ୟପାଭରଣ, ବ୍ୟପାକୃତିବି

ସଂସ୍କୃତ - ବିଶେଷଣ - (ବି+ଅପ+ଆ+କୃ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଦୂରୀକୃତ; ଅପନୀତ; ଅପସାରିତ — ୧. Removed; expelled; driven away.
୨. ଅସ୍ୱୀକୃତ —୨. Unacknowledged; disawowed.
୩. ନିରସ୍ତ — ୩. Restrained; appeased. calmed.
୪. ନିବୃତ୍ତ —୪. Stopped.