Jump to content

ବ୍ୟପାୟ

ଉଇକିଅଭିଧାନ‌ରୁ

ବ୍ୟପାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଅପ+ଇ. ଧାତୁ+ ଭାବ. ଅ)

[ସମ୍ପାଦନା]
୧. ଅପନୟନ —୧. Removal.
୨. ବିନାଶ — ୨. Destruction; ruin.
୩. ସମଜାତୀୟ ଧର୍ମ — ୩. Common virtue.