Jump to content

ବ୍ୟପେକ୍ଷା

ଉଇକିଅଭିଧାନ‌ରୁ

ବ୍ୟପେକ୍ଷା

ଉଚ୍ଚାରଣ

[ସମ୍ପାଦନା]

ବ୍ୟପକ୍ଷକ, ବ୍ୟପେକ୍ଷିତବିଣ

ସଂସ୍କୃତ - ବିଶେଷ୍ୟ - (ବି+ଅପ୍+ଈକ୍ଷ୍ ଧାତୁ+ଭାବ ଅ+ଆ)

[ସମ୍ପାଦନା]
୧. ଆକାଙ୍କ୍ଷ; ସ୍ପୃହା —୧. Desire; wish.
୨. ଅପେକ୍ଷା; ଆଶା —୨. Hope; expectation.
୩. ବିଶେଷ ଅନୁରୋଧ —୩. Barnest or special request.
୪. ଆଗ୍ରହ (ହିନ୍ଦୀ - ଶ) ——୪. Eagerness.