Jump to content

ବ୍ୟବକଳ(ନା)

ଉଇକିଅଭିଧାନ‌ରୁ

ବ୍ୟବକଳ(ନା)

ଉଚ୍ଚାରଣ

[ସମ୍ପାଦନା]

(ସଂକଳନ—ବିପରୀତ)

(ବ୍ୟବକଳିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ବି+ଅବ+ କଳ୍ ଧାତୁ=ଗଣନା କରିବା +ଭାବ ଅନ)

[ସମ୍ପାଦନା]
୧. (ଗଣିତ) ବିଯୋଜନ; ବିଯୋଗ; ଫେଡ଼ାଣ; ଏକରାଶିରୁ ଅନ୍ୟ ରାଶିକୁ ଫେଡ଼ିବା —୧. (arithmetic) Subtraction; deduction.
୨. ଜମାରୁ ଖରଚ ବାଦ ଦେଇ ବାକି କାଟିବା —୨. Act of making up an account by deducting the expenditure from the receipt.