Jump to content

ବ୍ୟବଚ୍ଛିନ୍ନ

ଉଇକିଅଭିଧାନ‌ରୁ

ବ୍ୟବଚ୍ଛିନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଅବ+ଛିଦ୍ ଧାତୁ+କର୍ମ ତ)

[ସମ୍ପାଦନା]
୧. ବିଶ୍ଳେଷିତ —୧. Analysed.
୨. ଛିନ୍ନ; କର୍ତ୍ତିତ —୨. Cut off Separated.
୩. ଅପରୀକ୍ଷାର୍ଥ ଖଣ୍ଡଶଃ ବିଭକ୍ତ —୩. Dissected.
୪. ମୋଚିତ —୪. Freed.
୫. ନିର୍ଦ୍ଧାରିତ —୫. Ascertained.
୬. ବିଭକ୍ତ —୬. Divided.