ବ୍ୟବଚ୍ଛେଦ ବିଜ୍ଞାନ
ବ୍ୟବଚ୍ଛେଦ ବିଦ୍ୟା, ବ୍ୟବଚ୍ଛେଦ ଶାସ୍ତ୍ରଅନ୍ୟରୂପ
ଜୀବଦେହକୁ ଖଣ୍ଡ ଖଣ୍ଡ କରି କାଟି ତହିଁରେ ଅଂଶ— ମାନଙ୍କ ବିଷୟ ଅଧ୍ୟୟନ କରିବା ଶାସ୍ତ୍ର — The science of Anatomy.