ବ୍ୟବଧାନ
ଦେଖଣା
ବ୍ୟବଧାନ
ଉଚ୍ଚାରଣ
[ସମ୍ପାଦନା]ବ୍ୟବଧା, ବ୍ୟବଧି ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ବି+ଅବ+ଧା. ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଫାଙ୍କ; ଅନ୍ତର —୧. Interval; space.
- ୨. ଦୁଇ ପଦର୍ଥ ମଧ୍ୟରେ ଦୂରତ୍ୱ —୨. Distance.
- ୩. ତିରୋଧାନ —୩. Disappearance.
- ୪. ଆଚ୍ଛାଦନ —୪. Covering; enceloping.
- ୫. (+କରଣ. ଅନ) ପରଦା —୫. Screen.
- ୬. (+କର୍ମ. ଅନ) ବିଭାଗ; ଖଣ୍ଡ (ହିନ୍ଦୀ - ଶ) — ୬. Division; piece; section.