Jump to content

ବ୍ୟବସା

ଉଇକିଅଭିଧାନ‌ରୁ

ବ୍ୟବସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବ୍ୟବସାୟ)

[ସମ୍ପାଦନା]
୧. ଜୀବିକା; ବ୍ୟବସାୟ — ୧. Profession.

(ଉ—ଏ ନିଧିକି ବିଧି, ଆହା ! କି ବିଚାରେ ଯୋଚିଲେ ଦାରୁଣ ରଣ ବ୍ୟବସାରେ— ରାଧାନାଥ. ନନ୍ଦିକେଶ୍ୱରୀ)

୨. ବଣିକ; ବେପାର — ୨. Trade; business.